ଉଚ୍ଚଶିକ୍ଷା ବିଭାଗ ଅଧିନକୁ ଯିବ ରାଜ୍ୟର…
ଭୁବନେଶ୍ୱର: ଜୁନ୍ ପହିଲାରୁ ରାଜ୍ୟରେ ଥିବା ସମସ୍ତ ବିଏଡ କଲେଜ ଗୁଡିକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ। ଏବେ ରାଜ୍ୟର କିଛି ବିଏଡ୍ କଲେଜ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓ ଅନ୍ୟ କିଛି କଲେଜ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ…