Odisha Link
Bridging the Missing Links in Odisha
Browsing Tag

ଉତ୍ତରପ୍ରଦେଶ

ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବେ…

ଉତ୍ତରପ୍ରଦେଶ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏବେଠାରୁ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ୟୁପିର ପୂର୍ବତନ ଚର୍ଚ୍ଚିତ ଆଇପିଏସ୍ ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ଅମିତାଭ ଠାକୁର ତାଙ୍କ…

ଦୁଷ୍କର୍ମ କାରଣ ହେଉଥିବାରୁ ଝିଅଙ୍କୁ…

ଅଲିଗଡ଼: ଦୁଷ୍କର୍ମ କାରଣ ହେଉଥିବାରୁ ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଅନୁଚିତ ବୋଲି ଉତ୍ତର ପ୍ରଦେଶ ମହିଳା କମିସନ୍‌ର ଜଣେ ସଦସ୍ୟା କହିଛନ୍ତି। ଉତ୍ତର ପ୍ରଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ବିଷୟରେ ପଚରା ଯିବାରୁ ସଦସ୍ୟା ମୀନା କୁମାରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,…

ଉତ୍ତରପ୍ରଦେଶ ପ୍ରଶାସନର ନିର୍ଯାତନା…

ଉନ୍ନାଓ: ଉନ୍ନାଓ ଜିଲ୍ଲାରେ ସରକାରୀ ପ୍ରଶାସନର ଚାପ ଓ ମାନସିକ ନିର୍ଯାତନା ସହିନପାରି ସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ୧୪ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେମାନଙ୍କର ଇସ୍ତଫା ନେଇ ପ୍ରଶାସନ ସହ ଆଲୋଚନା ଜାରି ରଖିଥିବା ବେଳେ ନିଷ୍ପତ୍ତି ନହେବା…

ଉତ୍ତରପ୍ରଦେଶ: ୧୧ ମନ୍ତ୍ରୀଙ୍କୁ କରୋନା,…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ପାଠକଙ୍କୁ ମିଶାଇ ରାଜ୍ୟରେ ଏଯାବତ୍‌ ୧୧ ଜଣ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା…

ଉତ୍ତରପ୍ରଦେଶ: କନ୍ୟାଶ୍ରମରେ ୫୭…

କାନପୁର: ଏକ ସରକାରୀ କନ୍ୟାଶ୍ରମରେ ୫୭ ନାବାଳିକାଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି। ତେବେ ଏହି ପରୀକ୍ଷା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣ ଗର୍ଭବତୀ ଥିବା ଜଣାପଡ଼ିଛି। ଏମାନଙ୍କ ଛଡ଼ା ଆଉ ଦୁଇଜଣ ଅନ୍ତେବାସୀ ମଧ୍ୟ ଗର୍ଭବତୀ ଅଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଏଚ୍‌ଆଭି ପଜିଟିଭ୍‌ ବୋଲି ଜଣାପଡ଼ିଛି।…

କରୋନା ବେଳେ କ୍ରିକେଟ ଖେଳ:…

ଲକ୍ଷ୍ନୌ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ କ୍ରିକେଟ୍‌ ଖେଳ ଆୟୋଜନ କରି ଗିରଫ ହୋଇଛନ୍ତି ବିଜେପି ନେତା। ତାଙ୍କ ସହ ଆଉ ୧୯ ଜଣଙ୍କୁ ମଧ୍ୟ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ବାରବାଙ୍କୀ ଜିଲ୍ଲାର ଟିକାଏତନଗରରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ଖବର ପାଇ ଆଜି ସକାଳେ…

୫ ଶିଶୁଙ୍କୁ ଗଙ୍ଗାରେ ଫିଙ୍ଗିବା ଘଟଣା:…

ଲକ୍ଷ୍ନୌ: ଭଦୋହୀ ଜିଲ୍ଲାର ଜାହାଙ୍ଗୀରପୁରା ଠାରେ ଜଣେ ମା' ଗତକାଲି ନିଜର ୫ ଶିଶୁଙ୍କୁ ଗଙ୍ଗା ନଦୀରେ ଫିଙ୍ଗିଦେବା ସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନଦୀରୁ ଦୁଇ ଜଣ ଶିଶୁଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଶିଶୁଙ୍କର ସନ୍ଧାନ ମିଳିନାହିଁ। ସନ୍ଧାନ ଜାରି ରହିଛି ବୋଲି ଜିଲ୍ଲାପାଳ…

ଅଭାବର ଅଦଉତି: ୫ ଛୁଆଙ୍କୁ ଗଙ୍ଗାରେ…

ଲକ୍ଷ୍ନୌ: ଅଭାବ ମମତାମୟୀ ମା'କୁ ବି କେତେ ନିର୍ଦ୍ଦୟ କରିପାରେ ତାହାର ଏକ ବିକଳ ଉଦାହରଣ ଦେଖିବାକୁ ମିଳିଛି ଆଜି ଉତ୍ତରପ୍ରଦେଶରେ। ଜଣେ ମା' ନିଜର ୫ କୁନି ଛୁଆଙ୍କୁ ଗଙ୍ଗାନଦୀରେ ଫିଙ୍ଗିଦେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ବୁଡ଼ାଳିମାନେ ନଦୀରେ ସନ୍ଧାନ…

ଉତ୍ତରପ୍ରଦେଶରେ ମାଙ୍କଡ଼ଙ୍କୁ କରୋନା!

ଲକ୍ଷ୍ନୌ: ସାରା ବିଶ୍ବରେ କରୋନାର ଭୟାବହ ତାଣ୍ଡବ ଚାଲିଥିବା ବେଳେ ଏହା ମାଙ୍କଡ଼ଙ୍କୁ ସଂକ୍ରମିତ କରି ଥାଇପାରେ ବୋଲି ସନ୍ଦେହ କରିଛନ୍ତି ଉତ୍ତରପ୍ରଦେଶ ସରକାର। ମାତ୍ର ୪ ଦିନ ଭିତରେ ଗୋଟିଏ ସ୍ଥାନରେ ୧୦ରୁ ଅଧିକ ମାଙ୍କଡ଼ଙ୍କର ମୃତ୍ୟୁ ପରେ ଏଭଳି ଆଶଙ୍କା ଦେଖାଦେଇଛି। ମୃତ୍ୟୁ ପୂର୍ବରୁ ମାଙ୍କଡ଼ମାନଙ୍କ…