ମସଜିଦ୍ରେ ଲାଗୁ ହେବନାହିଁ ଲକ୍ଡାଉନ୍:…
ଓଏଲ୍ ବ୍ୟୁରୋ: ପାକିସ୍ତାନର ପ୍ରମୁଖ ଖବରକାଗଜ ଡନ୍ର ରିପୋର୍ଟ ଅନୁସାରେ ଗତକାଲି ଦେଶର ପ୍ରମୁଖ ଉଲେମା ଓ ଧର୍ମଗୁରୁମାନଙ୍କ ସଭାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମସଜିଦ୍ରେ ଲକ୍ଡାଉନ୍ ନିୟମ ଲାଗୁ ହେବନାହିଁ ବୋଲି ଉଲେମାମାନଙ୍କର ସଂଘ କହିଥିବା ବେଳେ ଦୈନିକ ୫ ଥର ପ୍ରାର୍ଥନା ଓ…