ଏତଲା ନେବାକୁ ଘରକୁ ଆସିବ ପୁଲିସ
ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେଉଛି ଲକ୍ଡାଉନ୍। ମେ' ୫ରୁ ଆରମ୍ଭ ହୋଇ ଲକ୍ଡାଉନ୍ ମେ ୧୯ ତାରିଖ ଯାଏଁ ବଳବତ୍ତର ରହିବ। ଏହି ସମୟରେ ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯିବ। ଏହାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।
ଏଣିକି…