ଲକ୍ଡାଉନ୍ ବଢ଼ିଲା, ଓଜେଇଇ ପରୀକ୍ଷା…
ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ମୁକାବିଲା କରବା ପାଇଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମେ ୩ ଯାଏ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘୋଷଣା କରିଛନ୍ତି। ଏଥିସହିତ ରେଳ ଚଳାଚଳ ଓ ବିମାନ ସେବାକୁ ମଧ୍ୟ ମେ ୩ ଯାଏ ସ୍ଥଗିତ…