ଓଡ଼ିଶା: କଳା ଗାଉନ୍, କଳା କୋର୍ଟ…
କଟକ: ଆଇନଜୀବୀମାନେ କଳା କୋର୍ଟ ଓ କଳା ଗାଉନ୍ ପିନ୍ଧିବେନାହିଁ। ସେମାନେ ଏଣିକି କେବଳ ଧଳା ଡ୍ରେସ୍ ପିନ୍ଧିବେ। ଏଭଳି ପରାମର୍ଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ କରୋନା ସଂକ୍ରମଣ ସମୟରେ…