Odisha Link
Bridging the Missing Links in Odisha
Browsing Tag

ଓଡ଼ିଶା

ଓଡ଼ିଶା ଗଣଶିକ୍ଷା: ନବମ ଶ୍ରେଣୀ ଭୂଗୋଳ…

ଭୁବନେଶ୍ବର: ଗୋଟିଏ ପଟେ କରୋନା ମାଡ଼ରେ ରାଜ୍ୟରେ ଗଣଶିକ୍ଷା ବ୍ୟବସ୍ଥା ଦୋହଲିଯାଇଛି। ଅନ୍‌ଲାଇନ୍‌ ପାଠପଢ଼ା ଉପରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଦେଉଥିଲେ ହେଁ ଅସଲରେ ଅନେକ ଛାତ୍ରଛାତ୍ରୀଙ୍କ ପିତାମାତା ସ୍ମାର୍ଟ ଫୋନ୍‌ କିଣିବା ଦୂରର କଥା, ଏଭଳି ସମୟରେ ବିଦ୍ୟୁତ୍‌ ବିଲ୍‌ ଦେବାକୁ ମଧ୍ୟ ଅସମର୍ଥ…

ରାଜ୍ୟରେ ଆଉ ୧୭୫ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୧୭୫ ଜଣ କରୋନା ଆକ୍ରାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

୩ ବିମାନରେ ଓଡ଼ିଶା ଫେରିଲେ ପ୍ରବାସୀ…

ଭୁବନେଶ୍ବର: ଲକ୍‌ଡାଉନ୍‌ କାରଣରୁ ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସରକାର ଫେରାଇ ଆଣିଛନ୍ତି। ୩ଟି ଏୟାର ଏସିଆ ବିମାନ ଯୋଗେ ୩୫୦ ଜଣ ଶ୍ରମିକଙ୍କୁ ଭୁବନେଶ୍ବର ଅଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଜମ୍ମୁକଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ଶମ୍ବା…

ବିମାନରେ ୧୭୭ ଯୁବତୀଙ୍କୁ କେରଳରୁ ଓଡ଼ିଶା…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପ୍ରତି ପୁଣି ନିଜର ହୃଦୟବତ୍ତା ପ୍ରଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଡ୍। କେରଳରେ ଫସି ରହିଥିବା ୧୭୭ ଜଣ ଓଡ଼ିଆ ଯୁବତୀଙ୍କୁ ବିମାନ ଯୋଗେ ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରିଛନ୍ତି ଏହି ଅଭିନେତା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେରଳର…

କରୋନା ସମୟରେ ଗଣମାଧ୍ୟମ ପରିଚାଳନା

ଅନ୍ୟ ବ୍ୟାବସାୟିକ କ୍ଷେତ୍ର ଭଳି କରୋନା ମହାମାରୀ ଦ୍ବାରା ଗଣମାଧ୍ୟମ ଶିଳ୍ପ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି। ଓଡ଼ିଶାରେ ପୋର୍ଟାଲଗୁଡ଼ିକ ସମ୍ପୂର୍ଣ୍ଣ ଧରାଶୟୀ ହୋଇପଡ଼ିଥିବା ବେଳେ ଖବରକାଗଜଗୁଡ଼ିକ ଆର୍ଥିକ ଓ ବ୍ୟାବସାୟିକ ସଂକଟ ଦେଇ ଗତି କରୁଛନ୍ତି। ଟିଭି ଚ୍ୟାନେଲରେ ମଧ୍ୟ ବିଜ୍ଞାପନ ଆଧାର କମିଯାଇଛି।…

ପଶ୍ଚିମବଙ୍ଗକୁ ୫୦୦ ଟନ୍‌ ପଲିଥିନ୍‌…

ଭୁବନେଶ୍ବର: ଅମ୍ପାନ୍‌ ଗ୍ରସ୍ତ ପଶ୍ଚିମବଙ୍ଗରେ ପୀଡ଼ିତଙ୍କୁ ଅସ୍ଥାୟୀ ଆଶ୍ରୟ ଯୋଗାଇବା ଲାଗି ସହଯୋଗର ହାତ ବଢ଼ାଇଛି ଓଡ଼ିଶା। ଓଡ଼ିଶା ସରକାରଙ୍କ ପକ୍ଷରୁ ୫୦୦ ମେଟ୍ରିକ୍‌ ଟନ୍‌ ପଲିଥିନ୍‌ ପଶ୍ଚିମବଙ୍ଗକୁ ପ୍ରେରଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଆସନ୍ତାକାଲି…

୪୪ ବର୍ଷ ପରେ ପୁଣି ଓଡ଼ିଶା ମୁହାଁ…

ଭୁବନେଶ୍ବର: ଦୀର୍ଘ ୪୪ ବର୍ଷର ବ୍ୟବଧାନ ପର ପୁଣି ଓଡ଼ିଶାମୁହାଁ ହୋଇଛନ୍ତି ପଙ୍ଗପାଳ। ଏ ନେଇ ରାଜ୍ୟର ଚାଷୀମାନଙ୍କୁ ଉପଦେଶ ଜାରି କରିଛନ୍ତି ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ୧୯୭୬-୭୭ ମସିହାରେ ଓଡ଼ିଶା ପଙ୍ଗପାଳ ଆକ୍ରମଣର ଶିକାର ହୋଇଥିବା ବେଳେ କୋଟି କୋଟି ସଂଖ୍ୟାରେ ମରୁଭୂମି ପଙ୍ଗପାଳ…

ପ୍ରବାସୀ ଗଣିତ ଭୁଲ: ଓଡ଼ିଶା ଫେରିବାକୁ…

ଭୁବନେଶ୍ବର: ବର୍ତ୍ତମାନ ବସ୍, ଟ୍ରେନ୍‌, ବିମାନ ସବୁ ବନ୍ଦ ଥିବା ବେଳେ ପ୍ରବାସୀ ଓଡ଼ିଆ ନିଜ ଉଦ୍ୟମରେ ବା ସରକାରୀ ବ୍ୟବସ୍ଥାରେ ଓଡ଼ିଶା ଆସିବା ପାଇଁ ପ୍ରବନ୍ଧ ଚାଲିଛି। ବିଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୩୦ ହଜାର ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରି ଆସିଲେଣି। ତେବେ ଅନ୍ୟ ରାଜ୍ୟରୁ ସବୁ ପ୍ରବାସୀ ଓଡ଼ିଆଙ୍କୁ…

ସୁରତ ଫେରନ୍ତାଙ୍କୁ କରୋନା: ୫ ଦିନରେ ୨୯…

ଭୁବନେଶ୍ବର: ଏବେ ମାତ୍ର ୩୦-୪୦ ହଜାର ଓଡ଼ିଆ ସୁରତରୁ ଫେରିଛନ୍ତି। ଆଗକୁ ୫ ଲକ୍ଷ ବା ତହିଁରୁ ଅଧିକ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବାର ସମ୍ଭାବନା ରହିଛି। ତେବେ ସୁରତ ଫେରନ୍ତା ବ୍ୟକ୍ତିଙ୍କ ଠାରେ ଯେଉଁ ହାରରେ କରୋନା ସଂକ୍ରମଣ ଠାବ ହୋଇଛି ତାହା ପୂର୍ବରୁ ଜମାତୀ ମର୍କାଜ୍‌ ଫେରନ୍ତା ଓ କୋଲାକାତା ଫେରନ୍ତା…

କରୋନା ଲଢ଼େଇ: ନବୀନଙ୍କୁ ପ୍ରେରଣାର ଉତ୍ସ…

ଭୁବନେଶ୍ବର: କରୋନା ଲଢ଼େଇରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ପ୍ରେରଣାର ଉତ୍ସ। ଆଜି ଏଭଳି କହିଛନ୍ତି ଜଗନ। ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ…