ମେଘାଳୟରେ ମିଳିଲା ୧୦ କୋଟି ବର୍ଷ ପୁରୁଣା…
ବ୍ୟୁରୋ: ମେଘାଳୟର ପଶ୍ଚିମ ଖାସି ପାହାଡ଼ ଜିଲ୍ଲାରେ ଗବେଷକମାନେ ଏକ ଡାଇନୋସର୍ ଫସିଲ୍ ଠାବ କରିଛନ୍ତି। ଏହା ୧୦ କୋଟି ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। ୟ
ସରୋପଡ୍ସ ପ୍ରଜାତିର ଏହି ଡାଇନୋସର୍ ଫସିଲକୁ ଠାବ କରିଛନ୍ତି ଭାରତୀୟ ପ୍ରତ୍ନତତ୍ବ ବିଭାଗର ଗବେଷକ ଦଳ। ଏହି ଜାତୀୟ ଜନ୍ତୁଙ୍କର ବେକ…