କଙ୍ଗନାଙ୍କୁ ବିଦାକଲା ଟୁଇଟର୍
ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଏକ ବିବାଦୀୟ ଟୁଇଟ୍ ପରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ସ୍ଥାୟୀ ଭାବେ ବିଦା କରିଛି ବିଶ୍ବର ସବୁଠୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଟୁଇଟର୍। ବାରମ୍ବାର ଘୃଣାପୂର୍ଣ ମନ୍ତବ୍ୟ ଓ ଆପତ୍ତିଜନକ ବ୍ୟବହାର କରି କଙ୍ଗନାଙ୍କ ଆକାଉଣ୍ଟ ଟୁଇଟର୍ ନୀତିର ବିରୁଦ୍ଧାଚରଣ…