Odisha Link
Bridging the Missing Links in Odisha
Browsing Tag

କରୋନା ଭାଇରସ୍

୪ ଜିଲ୍ଲାରେ କରୋନା ଗ୍ରାଫ୍ ପ୍ଲାଟୋ…

ଭୁବନେଶ୍ୱର: ଅଧିକ ପଜିଟିଭ୍ ରହୁଥିବା ୪ ଜିଲ୍ଲାରେ କମୁଛି ସଂକ୍ରମଣ। ଏବେ କରୋନା ଗ୍ରାଫ୍ ପ୍ଲାଟୋ ଷ୍ଟେଜରେ ରହିଛି। ତେଣୁ ୪ ଜିଲ୍ଲାରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଉଛି। ଏହି ସବୁ ଜିଲ୍ଲାକୁ ଅଧିକ ଫୋକସ୍ ଦେବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ବିଜୟ…

କରୋନା: ଆଜି ଆଉ ୭ ମୃତ, ମୋଟ ୧୪୭

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ କରୋନା ଜନିତ ମୃତ୍ୟୁସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଛି। ରାଜ୍ୟରେ ଆଜି ଆଉ ୭ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ…

କରୋନା: ୨୮ ଜିଲ୍ଲାରୁ ୧୫୦୩ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ୧୫୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ…

ସହରାଞ୍ଚଳ ଗରିବଙ୍କ ପାଇଁ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ମହାମାରୀ ପାଇଁ କେବଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଛି ତା ନୁହେଁ ଅର୍ଥନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା…

କରୋନା: ଭାରତରେ ପ୍ରଥମ କରି ଜଣେ…

ଇନ୍ଦୋର: ମହାମାରୀ କରୋନା ଭାଇରସ୍‌ ଯୋଗୁଁ ଭାରତରେ ୧୬୬ ଜଣଙ୍କ ମୃତ୍ୟୁ ହେଲାଣି। ଭାରତରେ ପ୍ରଥମ କରି ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ୬୨ ବର୍ଷୀୟ ଡାକ୍ତର ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗୁରୁବାର ଭୋର ୪ଟା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଡାକ୍ତର…