କାବୁଲ ଏୟାରପୋର୍ଟ ବାହାରେ ମହିଳାଙ୍କୁ…
କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନୀଙ୍କ ରାଜ୍ ଚାଲିଛି। ତାଲିବାନିଙ୍କ ଭୟରେ ଆଫଗାନିସ୍ତାନରୁ ନାଗରିକମାନଙ୍କ ପଳାୟନ ଜାରି ରହିଛି । ବିମାନବନ୍ଦର ବାହାରେ ମହିଳା ମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ଯାହାଦ୍ୱାରା ସେମାନଙ୍କୁ ଦେଶ ବାହାରକୁ ନିଆଯାଇପାରିବ।
ସୂଚନା ଅନୁଯାୟୀ, ଆଫଗାନିସ୍ତାନ…