ସାମାଜିକ ଗଣମାଧ୍ୟମରେ ହଟହଟା…
ଭୁବନେଶ୍ବର: ଏକ ଚିଠି ପାଇଁ ହଟହଟା ହୋଇଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି। ଓଡ଼ିଆ ଭାଷାରେ ଲିଖିତ ଏ ଚିଠିରେ ଥିବା ତ୍ରୁଟିଗୁଡ଼ିକ ନେଇ ସାମାଜିକ ଗଣମାଧ୍ୟମରେ ବହୁ ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତା ଅନୁଭବ।
ଜୁନ ୧୫ ତାରିଖରେ ନିଜ ଲେଟର ପ୍ୟାଡରେ ଅନୁଭବ ଏ ଚିଠିଟି ସ୍ବତନ୍ତ୍ର ରିଲିଫ୍…