Odisha Link
Bridging the Missing Links in Odisha
Browsing Tag

କେରଳ

ଖୋଲିଲା କେରଳର ସାବରିମାଳା ମନ୍ଦିର

କେରଳ: ଆଜିଠୁ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର। କରୋନା କଟକଣାରେ ୫ଦିନ ପାଇଁ ମନ୍ଦିରକୁ ଖୋଲାଯାଇଛି। ଏନେଇ ସାବରିମାଳା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ପୂଜାପାଠ ପାଇଁ ମନ୍ଦିର ଖୋଲାଯାଇଛି। ବିଧି ଅନୁସାରେ ପୂଜା କାର୍ଯ୍ୟ ହେଉଛି। ସମସ୍ତ କରୋନା…

କେରଳ ଛୁଇଁଲା ମୌସୁମୀ

ଭୁବନେଣ୍ବର: ଆଜି କେରଳ ଛୁଇଁଲା ମୌସୁମୀ। ଆଇଏମଡି ପୂର୍ବାନୁମାନ ସତ ହୋଇଛି। ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ଆଜି କେରଳ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା। ତେବେ କେରଳ ଛୁଇଁବାର…

କେରଳରେ ଲାଗୁ ହେଲା ଲକଡାଉନ

କେରଳ: ଦେଶରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀଙ୍କ ଟ୍ୱିଟରେ ଏନେଇ ସୂଚନା ଦିଆଯାଇଛି। ସୂଚନା ମୁତାବକ ରାଜ୍ୟରେ ମେ ୮ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ…

ଏୟାର ଇଣ୍ଡିଆ ଦୁର୍ଘଟଣା: ବିମାନ ଦୁଇଫାଳ,…

କୋଝିକୋଡ୍: ଦୁବାଇରୁ କେରଳ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନଟି ମଝିରୁ ଦୁଇଫାଳ ହୋଇଯାଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ସମେତ ଏଯାବତ୍‌ ୫ ଜଣଙ୍କର ମୃତ୍ୟୁ…

ତାମିଲନାଡ଼ୁ ମନ୍ଦିରରେ ଘୁଷୁରୀ ମାଂସ…

କୋଏମ୍ବାଟୁର: ସ୍ଥାନୀୟ ଦୁଇଟି ହିନ୍ଦୁ ମନ୍ଦିର ଦରଜା ପାଖରେ କେହି କଞ୍ଚା ମାଂସ ରଖିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ହିନ୍ଦୁ ମୁନ୍ନାନି ନାମକ ଏକ ଧର୍ମୀୟ ସଂଗଠନର କର୍ମକର୍ତ୍ତାମାନେ ଅପରାଧୀକୁ ଧରିବା ଦାବିରେ ରାସ୍ତାକୁ ଓହ୍ଲାଇଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି। ଗତ ଶୁକ୍ରବାର ଦିନ…

ବିମାନରେ ୧୭୭ ଯୁବତୀଙ୍କୁ କେରଳରୁ ଓଡ଼ିଶା…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପ୍ରତି ପୁଣି ନିଜର ହୃଦୟବତ୍ତା ପ୍ରଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଡ୍। କେରଳରେ ଫସି ରହିଥିବା ୧୭୭ ଜଣ ଓଡ଼ିଆ ଯୁବତୀଙ୍କୁ ବିମାନ ଯୋଗେ ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରିଛନ୍ତି ଏହି ଅଭିନେତା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେରଳର…

୧୨୦୦ ଶ୍ରମିକଙ୍କୁ ଧରି କେରଳରୁ…

ଭୁବନେଶ୍ବର: କେରଳର ଏର୍ଣାକୁଲମ୍‌ରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିବ। ଲକ୍‌ଡାଉନ୍‌ କାରଣରୁ କେରଳରେ ଅଟକି ରହିଥିବା ୧୨୦୦ ଓଡ଼ିଆ ଶ୍ରମିକ ଏଥିରେ ରାଜ୍ୟକୁ ଫେରିବେ। ଆଜି ସଂଧ୍ୟା ୬ଟାରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଏର୍ଣାକୁଲମ୍‌ ଜିଲ୍ଲାର ଅଲୁଭା ଷ୍ଟେସନ୍‌ରୁ ବାହାରିବ।…

ଗାଡ଼ି ଛାଡ଼ିଲାନି ପୁଲିସ, ବାପାଙ୍କୁ…

କୋଲାମ୍: କରୋନା ଲକ୍‌ଡାଉନ୍‌ ସମୟରେ କେରଳର କୋଲାମ୍‌ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। କୁଲାନ୍ତପୁଝା ଗାଁର ଜଣେ ବ୍ୟକ୍ତି ନିଜ କନ୍ଧରେ ରୋଗିଣା ବାପାଙ୍କୁ ଧରି ଡାକ୍ତରଖାନାରୁ ବାହାରିଛନ୍ତି। ସେ ବିକଳରେ ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଏବେ…