୫% କମ୍ ସଂକ୍ରମଣ ଜିଲ୍ଲାରେ କୋହଳ…
ଭୁବନେଣ୍ବର: ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ କମୁଛି। ତେଣୁ କରୋନା ସଂକ୍ରମରକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକ୍ଡାଉନ୍ କୋହଳ ହେବ ଏବଂ କେଉଁଠି ଲାଗୁ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାପାତ୍ର।
ରାଜ୍ୟରେ ସବୁ…