ବୋଲବମ୍ ଯାତ୍ରାକୁ ଅନୁମତି ନେଇ କଡ଼ା…
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାର ବେଳେ ଉତ୍ତର ପ୍ରଦେଶ ସରକାର କାଉଡ଼ି ଯାତ୍ରାକୁ ଅନୁମତି ଦେଇଛନ୍ତି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କଡ଼ା ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ଅଧିକାର ସର୍ବୋପରି। ଉତ୍ତର ପ୍ରଦେଶ ସରକାରଙ୍କୁ ସୋମବାର…