ବର ଖବରକାଗଜ ପଢ଼ି ନପାରିବାରୁ ବାହାଘର…
ଉତ୍ତରପ୍ରଦେଶ: ଖବରକାଗଜ ପଢ଼ି ନପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା। ଉତ୍ତରପ୍ରଦେଶର ଅରାୟା ଜନପଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବର ହିନ୍ଦୀ ଖବରକାଗଜ ପଢ଼ିନପାରିବାରୁ ବାହାଘର ଭାଙ୍ଗିଯାଇଛି। ଏବଂ ବର ପକ୍ଷ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…