କରୋନା ସମୟରେ ଗଣମାଧ୍ୟମ ପରିଚାଳନା
ଅନ୍ୟ ବ୍ୟାବସାୟିକ କ୍ଷେତ୍ର ଭଳି କରୋନା ମହାମାରୀ ଦ୍ବାରା ଗଣମାଧ୍ୟମ ଶିଳ୍ପ ମଧ୍ୟ ବେଶ୍ ପ୍ରଭାବିତ ହୋଇଛି। ଓଡ଼ିଶାରେ ପୋର୍ଟାଲଗୁଡ଼ିକ ସମ୍ପୂର୍ଣ୍ଣ ଧରାଶୟୀ ହୋଇପଡ଼ିଥିବା ବେଳେ ଖବରକାଗଜଗୁଡ଼ିକ ଆର୍ଥିକ ଓ ବ୍ୟାବସାୟିକ ସଂକଟ ଦେଇ ଗତି କରୁଛନ୍ତି। ଟିଭି ଚ୍ୟାନେଲରେ ମଧ୍ୟ ବିଜ୍ଞାପନ ଆଧାର କମିଯାଇଛି।…