ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟଖା,…
ଭଦ୍ରକ: ମେଡିସିନ ଦୋକାନରେ ମେଡିସିନ ସହ ବିକ୍ରି ହେଉଥିଲା ଗୁଟଖା ଓ ସିଗାରେଟ୍। ଆପଣଙ୍କୁ କଥାଟା ବିଶ୍ବାସ ହେଉ ନ ଥାଇପାରେ ମାତ୍ର ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରରେ। ସପ୍ତାହନ୍ତ ସଟଡାଉନରେ ଦୋକାନ ବଜାର ବନ୍ଦ ଥିବାର ସୁଯୋଗ ନେଇ ମେଡିସିନ ଦୋକାନରେ ଚୋରାରେ ବିକ୍ରି ହେଉଥିଲା ଗୁଟଖା…