ଗୋମାଂସ ଧରିଥିବା ସନ୍ଦେହରେ ହାତୁଡ଼ିରେ…
ଗୁରୁଗ୍ରାମ: ଗୋମାଂସ ନେଉଥିବା ସନ୍ଦେହ କରି ଜଣେ ୨୫ ବର୍ଷିୟ ଡ୍ରାଇଭରଙ୍କୁ ଅନ୍ୟ କେତେକ ଯୁବକ ହାତୁଡ଼ିରେ ମାଡ଼ ମାରିଥିଲେ। ମାଡ଼ ମାରୁଥିବା ସମୟର ଭିଡିଓ ପ୍ରଘଟ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି।
ପୁଲିସ ଏ ମାମଲାରେ ସଂପୃକ୍ତ ୫-୬ ଜଣଙ୍କୁ ଚିହ୍ନଟ କରିଥିବା ଦାବି…