ଘରୋଇ ହସ୍ପିଟାଲ ପାଇଁ ଟିକା ଦର ଧାର୍ଯ୍ୟ…
ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ହେଲା ଟିକା ଦର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ଦର ଧାର୍ଯ୍ୟ କରାଯାଇଛି। କୋଭାକ୍ସିନ ଟିକା ଦର ୧୪୧୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିସହ କୋଭିସିଲ୍ଡ ଟିକା ଦର ୭୮୦ ଟଙ୍କା ଧାର୍ଯ୍ୟ ହୋଇଛି। ସ୍ପୁଟନିକ ଟିକା ଦର ୧୧୪୫ ଟଙ୍କା ଧାର୍ଯ୍ୟ ହୋଇଛି।…