ଧୋକା ଦେଲା ଚାଇନା ମାଲ, କାମ କରୁନି ୫୦…
ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି ମହାମାରୀ କରୋନା ଭାଇରସ୍। ଏପରିକି ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ଦେଶରେ ୧୨,୦୦୦ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାରି ମଧ୍ୟରେ ଭାରତ ଚୀନଠାରୁ ଦେଢ଼ କୋଟି ପିପିଇ କିଟସ୍ର…