ଦୁଇ ଦୁଇଟି ବାଲ୍ୟବିବାହ ଅଟକାଇଲା…
ବାଲିଆପାଳ: ବାଲ୍ୟବିବାହ ଅଟକାଇଲା ଚାଇଲ୍ଡଲାଇନ। ବାଲ୍ୟବିବାହ ପୂର୍ବରୁ ୨ ଜଣ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତରେ ଏହି ଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବିକ, ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତରେ ହେବାକୁ ଥିବା…