Odisha Link
Bridging the Missing Links in Odisha
Browsing Tag

ଚିଠି

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍ ସୌଧ’ ଭାବେ ଘୋଷଣା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଏହାର ପୁନଃଉଦ୍ଧାର,…

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: ଆସିଲା…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହ ବିତିଲାଣି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆଜି ବିଦ୍ୟାଭାରତୀଙ୍କ ଆଉ ଏକ…

ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା: ମିଳିଲା…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ…

ଟିକା ଅନୁପାତରେ ପରିବର୍ତ୍ତନ ପାଇଁ…

ଭୁବନେଶ୍ବର: ଟିକା ଅନୁପାତରେ ପରିବର୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି କରାଯାଇଛି। ପରିବର୍ତ୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ…

ନବୀନଙ୍କୁ ଜୁଏଲଙ୍କ ଚିଠି: ମୃତ…

ଭୁବନେଶ୍ବର: ରାଜ୍ୟରେ କରୋନା ଲଢ଼େଇରେ ସାମିଲ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସହାୟକଙ୍କ ସେମାନଙ୍କୁ ଶହୀଦର ଆଖ୍ୟା ଦିଆଯିବ ଓ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଏପ୍ରିଲ ୨୨ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଣୁ ସେହି ଆଧାରରେ ସୁନ୍ଦରଗଡ଼ର ମୃତ ଆଶାକର୍ମୀ ନିର୍ମଳା ସୋରେଙ୍ଗଙ୍କୁ ସମ୍ମାନ…

କରୋନା ଲଢ଼େଇ ବାଟବଣା:…

ଭୁବନେଶ୍ବର: ଗୋଟିଏ ପଟେ ଦେଶ ଏକାଠି କରୋନା ମହାମାରୀର ମୁକାବିଲା କରୁଥିବା ବେଳେ କିଛି ବ୍ୟକ୍ତି ଭୁଲ ବିଚାରଧାରାର ବଶବର୍ତ୍ତୀ ହୋଇ କରୋନା କଟକଣାର ଉଲ୍ଲଂଗନ କରୁଛନ୍ତି। ସରକାରଙ୍କର ପରାମର୍ଶ, ତାଗିଦା ଅମାନ୍ୟ କରି ଏକତା ଆଳରେ ବିପଦ ଡାକି ଆଣୁଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଏକତା ଆହ୍ବାନକୁ…