ବାତ୍ୟା ଓ ବନ୍ୟାରେ ଜଳସମ୍ପଦ ବିଭାଗର ୮୭…
ଭୁବନେଶ୍ୱର: ବାତ୍ୟା ୟାସ୍ ଓ ବନ୍ୟାରେ ଓଡ଼ିଶରେ ବ୍ୟାପକ କ୍ଷତି ହୋଇଛି। ବାତ୍ୟା ଓ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ଜଳ ସମ୍ପଦ ବିଭାଗର ମୋଟ ୮୭ କୋଟି ଟଙ୍କା କ୍ଷତି ହୋଇଛି। କ୍ଷୟକ୍ଷତି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦିଆଯାଇଛି। ଏନେଇ ଜଳସମ୍ପଦ…