କରୋନା ସଂକ୍ରମଣ ଅଥିକ ହେଲେ ବାତିଲ୍ ହେବ…
ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉମାତ୍ର ଦୁଇ ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ବାଧା ସୃଷ୍ଟି କଲାଣି।ବିଦେଶୀ ନାଗରିକଙ୍କ ଆଗମନ ସହିତ ଗ୍ରୀଡା ଭିଲେଜରେ ଆଥଲେଟଙ୍କ ସଂକ୍ରମଣ ହାର ବଢ଼ୁଛି। ତେଣୁ ଅଲିମ୍ପିକ୍ ଆୟୋଜନ ନେଇ ଏବେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି।
ଟୋକିଓ ଅଲିମ୍ପିକ୍ସ…