ଟୋକିଓ ପାରାଲିମ୍ପିକ୍ସ: ସିଂହରାଜ…
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସର ୭ମ ଦିନରେ ଭାରତୀୟ ଖେଳାଳି ସିଂହରାଜ ଅଧନାଙ୍କୁ ବ୍ରୋଞ୍ଜ। ପିସ୍ତଲ ସୁଟିଂରେ ସିଂହରାଜ ଅଧନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି।
ଏଥିସହ ଚଳିତ ଟୋକିଓ ପାରାଲିମ୍ପିକ୍ସରେ…