Odisha Link
Bridging the Missing Links in Odisha
Browsing Tag

ଟ୍ୱିଟର

କାଶ୍ମୀର ଓ ଲଦାଖ ନଥିବା ଭାରତ ମାନଚିତ୍ର…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଚାଲିଥିବା ବେଳେ ଏକ ବିବାଦୀୟ ମାନଚିତ୍ର ଜାରି କରି ପୁଣି ବିବାଦ ଘେରକୁ ଆସିଛି ଟ୍ୱିଟର। ଟ୍ୱିଟର ତରଫରୁ ଜାରି କରାଯାଇଥିବା ମାନଚିତ୍ରରେ ଲଦାଖ ଓ କାଶ୍ମୀରକୁ ଅଲଗା ଦେଶ ଭାବେ ଚିହ୍ନିତ କରାଯାଇଛି। ସୂଚନା ମୁତାବକ, ଟ୍ୱିଟରର କ୍ୟାରିୟର ପେଜର…

ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତରେ ନୂଆ ଆଇଟି ନିୟମ ନ ମାନିବା ଟ୍ୱିଟର ପାଇଁ ପଡିଲା ମହଙ୍ଗା ପଡିଛି। ନୂଆ ନିୟମ ପାଳନ କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ୱିଟର। ୨୫ ମଇରୁ ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନାହିଁ। ଏହାପରେ ଟ୍ୱିଟର ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ଆଇନଗତ…

କେନ୍ଦ୍ରର ଚେତାବନୀ ପରେ ନୂଆ ଆଇଟି…

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ମାନିବାକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ସାଇଟ୍ ମଧ୍ୟରେ ବିବାଦ ହୋଇଛି। ମାତ୍ର ଏବେ ସୋସିଆଲ ମିଡିଆ ସାଇଟ୍ କେନ୍ଦ୍ରର ନିୟମ ମାନିବାକୁ ରାଜି ହୋଇଛନ୍ତି। ଟ୍ୱିଟର୍ ଆଇଟି ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛି। କମ୍ପାନୀ ପକ୍ଷରୁ ସରକାରଙ୍କୁ ଚିଠି ଲେଖି…

ଏହି ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଟ୍ୱିଟ ହଟାଇଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ୱିଟର। ଟ୍ୱିଟର ବିରୋଧରେ ନାଇଜେରିଆ ସରକାର ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ଟ୍ୱିଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଦୁଇପାଖିଆ…

ମୋହନ ଭାଗବତଙ୍କ ଟ୍ୱିଟରରୁ ହଟିଲା ବ୍ଲୁ…

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁରୁ ହଟିଲା ବ୍ଲୁ ଟିକ୍‌। ଦୀର୍ଘ ଦିନ ଧରି ଟ୍ୱିଟରରେ ସକ୍ରିୟ ନଥିବାରୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଆଉ କିଛି ସଦସ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି। ମୋହନ ଭାଗବତଙ୍କ ସହ ତାଙ୍କ ସହଯୋଗୀ ସୁରେଶ ସୋନି, ଅରୁଣ କୁମାର,…

ଆର୍ଥିକ ସହାୟତା ନମାଗି ଟ୍ୱିଟରରେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ବ୍ୟତୀତ ତୁରନ୍ତ କୌଣସି…