Odisha Link
Bridging the Missing Links in Odisha
Browsing Tag

ଡ୍ରୋନ

ପୁଣି ଜମ୍ମୁ କାଶ୍ମୀରରେ ଉଡ଼ିଲା ଡ୍ରୋନ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍। ଗତକାଲି ରାତି ୮ଟା ୩୦ ଓ ରାତି ୯ଟା ୩୦ରେ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା। ସେଥିରୁ ଦୁଇଟି ଡ୍ରୋନ୍ ଆର୍ମି କ୍ୟାମ୍ପ ଓ ଆଇଟିବିପି କ୍ୟାମ୍ପ ନିକଟରେ ଉଡୁଥିବାବେଳେ ଆଉ ଏକ ଡ୍ରୋନ୍ ସାମ୍ବା ସେକ୍ଟରରେ ଦେଖିବାକୁ ମିଳିଥିଲା। ସୀମା…

ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ

ଶ୍ରୀନଗର: ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ। ଜମ୍ମୁସ୍ଥିତ ଭାରତ ଓ ପାକିସ୍ତାନ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ଦେଖିବାକୁ  ମିଳିଛି। ବିଏସଏଫ୍ ଯବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇବାରୁ ଡ୍ରୋନଟି ପୁଣି ପାକିସ୍ତାନ ସୀମା ମଧ୍ୟକୁ ଫେରିଯାଇଛି। ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା…

ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ କଟକଣା

ଶ୍ରୀନଗର: ଶ୍ରୀନଗରରେ ଡ୍ରୋନ ବ୍ୟବହାର ଉପରେ ଲାଗିଲା କଟକଣା। ଜାମ୍ମୁ ବିମାନବନ୍ଦରେ ଥିବା ବାୟୁସେନାର ଷ୍ଟେସନ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣର କିଛି ଦିନ ପରେ କଡା ଆଭିମୁଖ୍ୟ ଦେଖାଇଛି ଜମ୍ମୁକାଶ୍ମୀର ପ୍ରଶାସନ। ଶ୍ରୀନଗରରେ ଡ୍ରୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଏପରିକି ଏହି ଅଂଚଳରେ…

ଏଣିକି ଡ୍ରୋନ ସାହାଯ୍ୟରେ ଫୁଡ୍ ଡେଲଭରୀ…

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଡ୍ରୋନ ସାହାଯ୍ୟରେ ଘରକୁ ହେବ ଫୁଡ୍ ଡେଲଭରୀ। ଫୁଡ୍ ଟେକ୍ ଷ୍ଟାର୍ଟଅପ୍ Swiggy ଏଣିକି ଡ୍ରୋନ ସାହାଯ୍ୟରେ ଫୁଡ୍ ଡେଲଭରୀ କରିବ। ଏଥିପାଇଁ କମ୍ପାନୀ ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଛି। ପ୍ରଥମ କିଛି ସପ୍ତାହ ପାଇଁ ଏଟା ଏବଂ ରୂପନଗର ଏରିଆରେ ଏହି ଖାଦ୍ୟ ବିତରଣ କରାଯିବ।…