Odisha Link
Bridging the Missing Links in Odisha
Browsing Tag

ତୈଳ ଦର

ଏବେ କମିବନି ତୈଳ ଦର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନକୁ ଦିନ ହୁହୁ ବଢିବାରେ ଲାଗିଛି। ପେଟ୍ରୋଲ୍ ଦର ଅନେକ ସହରରେ ଲିଟର ପିଛା ପ୍ରତି ୧୦୦ ଟଙ୍କା ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତିଦିନ ଦର ବୃଦ୍ଧି କରୁଛନ୍ତି। ଏଏହି ସବୁ ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ…

ପୁଣି ବଢିଲା ତୈଳ ଦର, କେତେ…

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ହୁହୁ ବଢ଼ିବାରେ ଲାଗୁଛି। କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ଏହାରି…

ରାଜ୍ୟରେ ଶତକ ଟପିଲା ତୈଳ ଦର

ଭୁବନେଶ୍ୱର: ଦେଶରେ ଲଗାତାର ତେଲ ଦର ହୁହୁ ବଢ଼ିବାରେ ଲାଗିଛି। ତୈଳ ଦର ବୃଦ୍ଧି ସାଧାରଣ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ ଉପରେ ବୋଝ ହୋଇଛି। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଛି। ମାଲକାନଗିରି ଜିଲ୍ଲାର କାଲିମେଳାରେ ଗତକାଲି ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତ୍ରିକମ କରିଥିଲା।…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ଅପରିବର୍ତ୍ତିର ରହିଥିବା ବେଳେ ଏବେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି…