ଦୁଷ୍କର୍ମକାରୀଙ୍କୁ ଏନ୍କାଉଣ୍ଟର…
ହାଇଦ୍ରାବାଦ: ଖୋଜି ଖୋଜି ତାଙ୍କୁ ବାହାର କରିବୁ ଆଉ ଏନ୍କାଉଣ୍ଟର କରିବୁ। ହାଇଦ୍ରାବାଦ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ‘ଏନ୍କାଉଣ୍ଟର୍’ କରି ହତ୍ୟା କରାଯିବ ବୋଲି ତେଲେଙ୍ଗାନା ଶ୍ରମମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଛନ୍ତି। ହାଇଦ୍ରାବାଦର ସୈଦାବାଦରେ ‘୬ବର୍ଷୀୟ ବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା’…