ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ…
ଚେନ୍ନାଇ: ଦୁର୍ନୀତିଖୋର ସରକାରୀ କର୍ମଚାରୀମାନେ ହେଉଛନ୍ତି ଦେଶ ବିକାଶର ଅନ୍ତରାୟ। ଏଭଳି ବ୍ୟକ୍ତିଙ୍କୁ ଦେଶଦ୍ରୋହୀ ଘୋଷଣା କରିଦେବା କଥା ବୋଲି କହିଛନ୍ତି ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟ। ଆଜି ଏକ ମାମଲାର ଶୁଣାଣି ବେଳେ ବିଚାରପତି ଏସ୍ଏନ୍ ସୁବ୍ରମନିଅନ୍ ତାଙ୍କର ଏକ ରାୟରେ ଏଭଳି ମତ ରଖିଛନ୍ତି।…