Odisha Link
Bridging the Missing Links in Odisha
Browsing Tag

ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶ…

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ୫ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ତାଲିକା ଘୋଷଣା କରିଛି ବିଜେପି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ପ୍ରକାଶ ନଡ୍ଡା କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ…

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍ ସୌଧ’ ଭାବେ ଘୋଷଣା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଏହାର ପୁନଃଉଦ୍ଧାର,…

ଏବେ କମିବନି ତୈଳ ଦର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନକୁ ଦିନ ହୁହୁ ବଢିବାରେ ଲାଗିଛି। ପେଟ୍ରୋଲ୍ ଦର ଅନେକ ସହରରେ ଲିଟର ପିଛା ପ୍ରତି ୧୦୦ ଟଙ୍କା ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତିଦିନ ଦର ବୃଦ୍ଧି କରୁଛନ୍ତି। ଏଏହି ସବୁ ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ…

ଓଡ଼ିଶାର ୪ ଜିଲ୍ଲାରେ ବଢ଼ିବ କୋଭିଡ ବେଡ୍

ଭୁବନେଶ୍ୱର: ଓଡ଼ିଶାର ୪ ଜିଲ୍ଲାରେ ହେବ ୫୫୦ କୋଭିଡ ବେଡ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ସମ୍ବଲପୁର, ସୁନ୍ଦରଗଡ, ଝାରୁସୁଗୁଡା ଓ ଅନୁଗୁଳ ଜିଲ୍ଲାରେ ୫୫୦ ବେଡ୍। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ରାଜ୍ୟର କରୋନା ସ୍ଥିତି: ନବୀନଙ୍କ ସହ କଥା…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି।ଲକ୍‌ଡାଉନ ଲାଗୁ ହୋଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର…

ବଦ୍ରିନାଥ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା…

ନୂଆଦିଲ୍ଲୀ: କରୋନା କାଳରେ ଧର୍ମୀୟ ସ୍ଥଳ ବିକାଶ ଲାଗି ଆଗ୍ରହ ଦେଖାଇଛି ତୈଳ ମନ୍ତ୍ରାଳୟ। କେନ୍ଦ୍ର ସରକାରଙ୍କ ୫ ପ୍ରମୁଖ ତୈଳ ସଂସ୍ଥା (ପିଏସ୍‌ୟୁ) ପକ୍ଷରୁ ବଦ୍ରିନାଥ ଧାମ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା ଦିଆଯିବ ବୋଲି ଆଜି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।…

କୋଭିଡ୍‌ ରିପୋର୍ଟ ଦେଖାଇ ଓଡ଼ିଶା ଆସିଲେ…

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଆସିଛନ୍ତି। ତେବେ ସରକାରୀ ନିୟମ ମାନି ସେ ନିଜର କୋଭିଡ୍‌ ରିପୋର୍ଟ ଦେଖାଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଆଜି ପୂର୍ବାହ୍ନରେ କୋଳକାତାରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇବା ପରେ ସେ ନିଜର…

ଧର୍ମେନ୍ଦ୍ରଙ୍କ ବିରୋଧରେ ସାଂଘାତିକ…

ନୂଆଦିଲ୍ଲୀ: ବିବାଦରୁ ପ୍ରାୟ ଦୂରରେ ଥିବା ଓଡ଼ିଶାର ବିଜେପି ନେତା ତଥା କେନ୍ଦ୍ର ତୈଳ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଆଇନଜୀବୀ ଓ ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ। ଧର୍ମେନ୍ଦ୍ର ବ୍ୟକ୍ତିଗତ ସ୍ବାର୍ଥରେ ରାଷ୍ଟ୍ରାୟତ ଉଦ୍ୟୋଗ (PSU) ଅର୍ଥ ଖର୍ଚ୍ଚ…

ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିଅମ୍‌ ଓ ଇସ୍ପାତ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି ଧର୍ମେନ୍ଦ୍ର। ପଡ଼ୋଶୀ ଗୁରୁଗ୍ରାମରେ ଥିବା ମେଦାନ୍ତ ହସ୍ପିଟାଲରେ ସେ ଏବେ ଚିକିତ୍ସିତ ହେଉଛନ୍ତି।…

ଦେଶର ବିକାଶ ଯାତ୍ରା ଓ ଆତ୍ମନିର୍ଭର…

ନୂଆଦିଲ୍ଲୀ: ଭାରତକୁ ଏକ ଆତ୍ମନିର୍ଭର ଅର୍ଥନୀତି କରିବାରେ ଏବଂ ଆତ୍ମନିର୍ଭର ଭାରତ ପାଇଁ ମଜବୁତ୍ ସୁଧାର ତଥା ଚାଷୀ, ଶ୍ରମିକ, ମଧ୍ୟବିତ୍ତ  ଓ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣାକୁ ସ୍ୱାଗତ…