ସମସ୍ତଙ୍କର ରାମ, ସମସ୍ତଙ୍କ ଠାରେ ରାମ:…
ଅଯୋଧ୍ୟା: "ରାମ ସବ୍ କା ହୈ, ରାମ ସବ୍ ମୈ ହୈ।" ଆଜି ରାମ ମନ୍ଦିର ଭୂମିପୂଜା ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। 'ସିୟାବର ରାମଚନ୍ଦ୍ର କି ଜୟ' ଓ 'ଜୟ ଶ୍ରୀରାମ'ରୁ ନିଜର ବକ୍ତବ୍ୟ ଆରମ୍ଭ କରି ମୋଦୀ କହିଥିଲେ ଯେ ଏହି ନାମ ଏବେ କେବଳ ଅଯୋଧ୍ୟାରେ ଶୁଭୁଛି ତାହାନାହିଁ…