ପାରୁଛ ଯଦି ମୋତେ ଦଳରୁ ବାହାର କରିଦିଅ:…
ଭୁବନେଶ୍ୱର: କଂଗ୍ରେସ ଅନ୍ତଃକନ୍ଦଳକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପାରୁଛ ଯଦି ମୋତେ ଦଳରୁ ବାହାର କରିଦିଅ। କୋରାପୁଟ କନ୍ଦଳ ସମ୍ପର୍କରେ ନିରଞ୍ଜନ କହିଛନ୍ତିଯେ, ଜଣଙ୍କ ପାଇଁ ଦଳରୁ ଅନ୍ୟମାନଙ୍କୁ ବାହାର କରିପାରିବି ନାହିଁ। ବରଂ ମୋତେ ଯଦି କିଏ…