ବୋହୂକୁ ନିର୍ଯାତନା: କୁକୁଡା ରକ୍ତ…
ମୁମ୍ବାଇ: ବୋହୂକୁ ଶ୍ୱଶୁର ଘର ଲୋକଙ୍କର ଅକଥନୀୟ ନିର୍ଯାତନା। ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ। ବୋହୂକୁ ଯୌନ ଶୋଷଣ କରିବା ସହ କୁକୁଡା ରକ୍ତ ପିଇବାକୁ କରୁଥିଲା ବାଧ୍ୟ। କେବଳ ଶ୍ୱଶୁର ନୁହେଁ ଏଥିରେ ଶାଶୁ ଏବଂ ସ୍ୱାମୀ ମଧ୍ୟ ସାମିଲ।
ଏଭଳି ଅଭିଯୋଗ ଆସିଛି ମହାରାଷ୍ଟ୍ରର ମୁମ୍ବାଇରୁ…