ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡ଼ି:…
ଭୁବନେଶ୍ୱର: ରାସ୍ତାରେ ଗଡିବନି ୧୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗାଡ଼ି। କେନ୍ଦ୍ରର ନୂଆ ସ୍କ୍ରାପ୍ ପଲିସି ରାଜ୍ୟ କାର୍ଯ୍ୟକାରୀ କରିବ। ଫଳରେ ରାଜ୍ୟରେ ପୁରୁଣା ଗାଡ଼ି ଗଡିବନି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ପରିବହନ ବିଭାଗ ଏନେଇ ପ୍ରକ୍ରିୟା ଆରମ୍ଭ କରି ସାରିଛି। ରାଜ୍ୟରେ…