ଜୁନ୍ ୧୭ ପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା:…
ଭୁବନେଶ୍ବର: ଜୁନ୍ ୧୭ ତାରିଖ ଯାଏଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଏହା ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରର ପରୀକ୍ଷାଗୁଡ଼ିକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜିସି ଗାଇଡ୍ଲାଇନ୍କୁ ତଜର୍ମା କରିବା ପରେ ଏ ନେଇ ନିଷ୍ପତ୍ତି…