ଗାଡ଼ି ଛାଡ଼ିଲାନି ପୁଲିସ, ବାପାଙ୍କୁ…
କୋଲାମ୍: କରୋନା ଲକ୍ଡାଉନ୍ ସମୟରେ କେରଳର କୋଲାମ୍ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। କୁଲାନ୍ତପୁଝା ଗାଁର ଜଣେ ବ୍ୟକ୍ତି ନିଜ କନ୍ଧରେ ରୋଗିଣା ବାପାଙ୍କୁ ଧରି ଡାକ୍ତରଖାନାରୁ ବାହାରିଛନ୍ତି। ସେ ବିକଳରେ ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏବେ…