ଦୁଇଦିନ ଧରି ବିଧବା ମହିଳାଙ୍କୁ…
ବଡ଼ବିଲ: ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ। ପରିବା ବିକ୍ରି କରି ଘରକୁ ଫେରୁଥିବା ସମୟରେ ମହିଳାଙ୍କୁ ଜଣେ ନାବାଳକ ସମେତ ୩ ଜଣ ମିଶି ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।
ଅଭିଯୋଗ ମୁତାବକ, ଗତ ଗୁରୁବାର ଏହି ମହିଳା ଜଣଙ୍କ…