ଯୌତୁକ ପାଇଁ ବଧୂ ହତ୍ୟା, ଘର ଅଗଣାରେ…
ବାରାମତି: ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ଲିଭିଗଲା ବଧୂଙ୍କ ଜୀବନ ଦ୍ୱୀପ। ଯୌତୁକ ନ ଆଣିବାରୁ ବାରମ୍ବାର ନିର୍ଯାତନା ଦେବା ପରେ ବୋହୂକୁ ହତ୍ୟା କରିଛନ୍ତି ମହିଳାଙ୍କ ଶ୍ୱଶୁର ଘର ଲୋକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ବାରାମତିର ସାଙ୍ଗବୀ ଗାଁରେ।
ମୃତ ମହିଳାଙ୍କ ପରିବାର ଲୋକଙ୍କ…