ଆଜିଠୁ ସ୍ୱାଭାବିକ ହେଲା ବସ୍ ଚଳାଚଳ
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସ୍ୱାଭାବିକ ହେଲା ବସ ଚଳାଚଳ। ବରମୁଣ୍ଡା ବସଷ୍ଟାଣ୍ଡରୁ ରାଜ୍ୟର ସବୁ ଜିଲ୍ଲାକୁ ବସ ଚଳାଚଳ ଆରମ୍ଭ ହୋଇଛି। କରୋନା ଗାଇଡଲାଇନ ସହ ଯାତ୍ରୀ ପରିବହନ ସେବା ଆରମ୍ଭ ହୋଇଛି। ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବସରେ ନୋ ମାସ୍କ ନୋ ଏଣ୍ଟ୍ରି କରାଯାଇଛି।
ବସରେ…