ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା…
ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟଶ୍। ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ୍। ତେବେ ବାତ୍ୟା ୟଶ୍ ବାଲେଶ୍ୱର ପାଖରେ ଳ୍ୟାଣ୍ଡଫଲ୍ କରିବ ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ପକ୍ଷରୁ କୁହାଯାଇଛି। ପାରାଦୀପ ଏବଂ ସାଗର ଦ୍ୱୀପ…