ଓଡ଼ିଶାରେ ବିଜେଡିର ପରାଜୟ : ୧୦ଟି କାରଣ
ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି । ବାହୁଡ଼ା ମତ ଠାରୁ ବାସ୍ତବ ମତ ଭିନ୍ନ ସାବ୍ୟସ୍ତ ହୋଇଛି । ପ୍ରଭେଦ ଏତିକି, ୨୦୧୯ରେ ବିଜୁ ଜନତା ଦଳ ବାହୁଡ଼ା ମତ ଠାରୁ ଯଥେଷ୍ଟ ଅଧିକ ଆସନ ଜିତିଥିବାବେଳେ ଚଳିତ ନିର୍ବାଚନରେ ଏହି ଆଞ୍ଚଳିକ ଦଳ ବାହୁଡ଼ା…