ବୁର୍ଲାରେ ଆରମ୍ଭ ହେଲା କରୋନା ନମୁନା…
ସମ୍ବଲପୁର: ଆଜି ଠାରୁ (୧୯ ଏପ୍ରିଲ ୨୦୨୦) ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍ସାର)ରେ ଆରମ୍ଭ ହୋଇଛି କୋଭିଡ୍ ଭୂତାଣୁ ପରୀକ୍ଷଣ। ପୂର୍ବରୁ ଏଠାରେ ସଂଗୃହିତ ସ୍ବାବ୍ ନମୁନାଗୁଡ଼ିକ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମ୍ଆରସି)କୁ…