Odisha Link
Bridging the Missing Links in Odisha
Browsing Tag

ବ୍ଲାକ୍ ଫଙ୍ଗସ୍

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ରେ ୨୯ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାର ପ୍ରକୋପ ସମ୍ପୂର୍ଣ୍ଣ ଥମିନି। ଏହାରି ମଧ୍ୟରେ ରାଜ୍ୟରେ ବ୍ଲାକ୍ ଫଙ୍ଗସରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୧୨ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ ଜଣ ରୋଗୀ ହସ୍ପିଟାଲରେ…

ସପ୍ତାହକ ମଧ୍ୟରେ ଲଞ୍ଚ୍‌ ହେବ ବ୍ଲାକ୍‌…

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ଦେଉଥିବା ବାବାଦୀୟ ବୟାନ ପାଇଁ ବାବା ରାମଦେବ ଚର୍ଚ୍ଚାରେ। ବାବା ରାମଦେବଙ୍କୁ ନେଇ ଡାକ୍ତରଙ୍କ ମହଲ​‌ରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବାବା ଏବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ପୂର୍ବରୁ କରୋନିଲ୍‌କୁ କରୋନା ଔଷଧ ନେଇ ମଧ୍ୟ…

ବ୍ଲାକ୍ ଫଙ୍ଗସ୍‌ ଆତଙ୍କ: ଭୁବନେଶ୍ୱରରୁ…

ଭୁବନେଶ୍ୱରେ: ରାଜଧାନୀ ଭୁବନେଶ୍ୱରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪ ଜଣ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କେୟାର୍ ହସ୍ପିଟାଲରୁ ୪ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ନେଇ ଡାକ୍ତର ମିତାଲି କର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଚିହ୍ନଟ…

ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀ…

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀ ଚିହ୍ନଟ। ୭୧ ବର୍ଷୀୟ ରୋଗୀଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି।ରୋଗୀ ଜଣଙ୍କ ଏବେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡିଛି। ସାରା ଦେଶରେ…

କରୋନା ପରେ ଆତଙ୍କ ସୃଷ୍ଟି କରିଛି…

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍‌ ଫଙ୍ଗସ ରୋଗ। କରୋନା ପରେ ଆତଙ୍କ ସୃଷ୍ଟି କରିଛି ‘ବ୍ଲାକ୍ ଫଙ୍ଗସ୍’। ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ…