କରୋନା କଲା କୋଟିପତି
କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ଡାଉନ୍ କାରଣରୁ ଅଧିକାଂଶ କାରଖାନା, ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପଡ଼ିଥିବା ବେଳେ କିଛି ବ୍ୟବସାୟ ପାଇଁ ଏହି ମହାମାରୀ ଆଶୀର୍ବାଦ ପାଲଟିଛି। ଏଭଳି କିଛି ବ୍ୟବସାୟ ଅଛନ୍ତି ଯାହା କରୋନା ସମୟରେ ଯେଉଁ ପରିମାଣର ଲାଭ ଆୟ କରିଛନ୍ତି ପୂର୍ବରୁ କେବେ ବି କରି…