ଶେଷଇଚ୍ଛା ଅପୂରଣୀୟ: ପଞ୍ଚଭୂତରେ ଲୀନହେଲେ…
ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧିବାଦୀ, ସ୍ବାଧୀନତା ସଂଗ୍ରାମୀ ଓ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଶେଷଇଚ୍ଛା ପୂରଣ ହୋଇପାରିଲା ନାହିଁ। କଟକର ଏସ୍ସିବି ମେଡିକାଲକୁ ନିଜର ଶରୀର ଦାନ କରିବା ପାଇଁ ମୃତ୍ୟୁପୂର୍ବରୁ କହିଥିଲେ ହେଁ ଆଜି ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ନିଜ ଗାଁ ନିମାପଡ଼ା…