ଶକ୍ତିଶାଳୀ ଭୂକମ୍ପ ଝଟ୍କା, ତୀବ୍ରତା…
ମେକ୍ସିକୋ: ଶକ୍ତିଶାଳୀ ଭୂକମ୍ପ ଝଟ୍କା। ମେକ୍ସିକୋର ଦକ୍ଷିଣରେ ଥିବା ଅକାପୁଳ୍କୋ ସହରରେ ୭.୪ ତୀବ୍ରତାର ଭୂକମ୍ପ। ଝଟ୍କା ଏତେ ଶକ୍ତିଶାଳୀ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଅଟ୍ଟାଳିକା ଥରିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆମେରିକାର ଭୂତତ୍ତ୍ୱ…