ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ…
ନୂଆଦିଲ୍ଲୀ: ଟି-ସିରିଜ୍ର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ। ଏନେଇ ଭୂଷଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି।
ପୀଡିତା ଅଭିଯୋଗ କରିଛନ୍ତି ଯେ, ୨୦୧୭ ମସିହାରୁ ଅଗଷ୍ଟ ୨୦୨୦…