ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ…
ବାଲିକୁଦା: ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ରାତିସାରା ମୃତଦେହ ପାଖରେ ଶୋଇ ରହିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ଥାନା ଅଢଙ୍ଗା ପଞ୍ଚାୟତ ଦେବଗ୍ରାମ ଗାଁରେ।
ସ୍ୱାମୀ ପ୍ରତିଦିନ ମଦ ସହ ବ୍ରାଉନ୍ସୁଗର୍ ଓ…